ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି।

111
ADVERTISEMENT

ନୂଆଦିଲ୍ଲୀ,୦୫/୧୨(ଡି.ଏଚ୍.ବ୍ୟୁରୋ):-ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସ୍ ମେଣ୍ଟ ସରକାରର ନେତା ନିର୍ବାଚିତ ହେବା ପରେ ମହାୟୁତି ମେଣ୍ଟର ନେତାମାନେ ରାଜ୍ୟପାଳ ସି.ପି ରାଧାକୃଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବିକରି ସ୍ବାକ୍ଷରିତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରି ଛନ୍ତି। ଏବଂ ଏହି ସମର୍ଥନ ପତ୍ର ଆଧାରରେ ରାଜ୍ୟପାଳ ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।

Advertisement