Thursday, November 5, 2026
ADVERTISEMENT
Home ଜାତୀୟ ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ଼ପିଏମ୍ ବା ଜୋରାମ୍ ପିପୁଲ୍ସ ମୁଭମେଣ୍ଟ।

ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ଼ପିଏମ୍ ବା ଜୋରାମ୍ ପିପୁଲ୍ସ ମୁଭମେଣ୍ଟ।

130
ADVERTISEMENT

ନୂଆଦିଲ୍ଲୀ,o୫/୧୨(ଡି.ଏଚ ବ୍ୟୁରୋ):-ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ଼ପିଏମ୍ ବା ଜୋରାମ୍ ପିପୁଲ୍ସ ମୁଭମେଣ୍ଟ । ୪୦ ଆସନ ବିଶିଷ୍ଟ ବିଧାନସଭାରେ ବିରୋଧୀ ଜେଡ଼ପିଏମ୍ (ଜୋରାମ୍ ପିପୁଲ୍ସ ମୁଭମେଣ୍ଟ) ୨୭ଟି ଆସନ ହାସଲ କରିଥିବା ବେଳେ ଏମ୍ଏନ୍ଏଫ୍ ୧୦ଟି, ବିଜେପି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି ।

Advertisement