Thursday, October 15, 2026
ADVERTISEMENT
Home ଜାତୀୟ ମଣିପୁରର ଇମ୍ଫାଲରେ ପୁଣି ହିଂସା l

ମଣିପୁରର ଇମ୍ଫାଲରେ ପୁଣି ହିଂସା l

111
ADVERTISEMENT

ଇମ୍ଫାଲ,୩୧/୫(ଡି.ଏଚ ବ୍ୟୁରୋ):-ମଣିପୁରର ଇମ୍ଫାଲରେ ପୁଣି ହିଂସା lଶାନ୍ତି ଫେରାଇ ଆଣିବାପାଇଁ ସବୁ ପ୍ରକାର ଉଦ୍ୟମ ଜାରି ଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସର୍ବାଧିକ ହିଂସାଗ୍ରସ୍ତ ଅଂଚଳ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତକରି ମୁଖ୍ୟମନ୍ତ୍ରୀ, ଗୁଇନ୍ଦା ଏବଂ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।

Advertisement