Monday, October 12, 2026
ADVERTISEMENT
Home ଆଞ୍ଚଳିକ ଶାଳକର ଛୁରାମାଡ଼ରେ ଭିଣୋଇର ମୃତ୍ୟୁ ।

ଶାଳକର ଛୁରାମାଡ଼ରେ ଭିଣୋଇର ମୃତ୍ୟୁ ।

2
ADVERTISEMENT

କୋରାପୁଟ,୧୨।୧୦(ଡ଼ି.ଏଚ ବ୍ୟୁରୋ):- କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଶାଳକର ଛୁରାମାଡ଼ରେ ଭିଣୋଇର ମୃତ୍ୟୁ । ମୃତ ଭିଣୋଇ ଦେବରାଜ ପରଜା ଏବଂ ତାଙ୍କ ସ୍ତ୍ରୀ ସବିତା ପରଜାଙ୍କ ମଧ୍ୟରେ କୌଣସି କାରଣରୁ ପାଟି ତୁଣ୍ଡ ହୋଇଥିଲା ଏଥିରେ ଅଭିଯୁକ୍ତ ଶାଳକ ପବିତ୍ର ହରିଜନ ଏକ ଛୁରିରେ ଭିଣୋଇ ଦେବରାଜଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ l

Advertisement