ପାରଳାଖେମୁଣ୍ଡି,୧୨।୧୦(ଡ଼ି.ଏଚ ବ୍ୟୁରୋ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ । ସ୍ଥାନୀୟ ଦେବୀତି ଗ୍ରାମସ୍ଥିତ ଜୟ ମାତା ଦି ଫଙ୍କସନ୍ ହଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭୦ ଜଣଙ୍କୁ ଅଟକ ରଖିବା ସହ ନଗଦ ୧୨ ଲକ୍ଷ ଟଙ୍କା , ୧୨ଟି କାର୍, ୧୦ଟି ବାଇକ୍ ଏବଂ ୬୦ଟି ମୋବାଇଲ୍ ଫୋନ୍ ଜବତ କରଛି ।


















