Wednesday, October 14, 2026
ADVERTISEMENT
Home ଜାତୀୟ ତୁରନ୍ତ ୨୦୦୦ ଟଙ୍କିଆ ନୋଟ୍ ପ୍ରସାରଣ ବନ୍ଦ କରି ତାହାକୁ ପ୍ରତ୍ୟାହାର କରିବା ପାଇଁ ଭାରତୀୟ...

ତୁରନ୍ତ ୨୦୦୦ ଟଙ୍କିଆ ନୋଟ୍ ପ୍ରସାରଣ ବନ୍ଦ କରି ତାହାକୁ ପ୍ରତ୍ୟାହାର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଘୋଷଣା ।

118
ADVERTISEMENT

ନୂଆଦିଲ୍ଲୀ,୨୦/୫(ଡି.ଏଚ ବ୍ୟୁରୋ):-ତୁରନ୍ତ ୨୦୦୦ ଟଙ୍କିଆ ନୋଟ୍ ପ୍ରସାରଣ ବନ୍ଦ କରି ତାହାକୁ ପ୍ରତ୍ୟାହାର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଘୋଷଣା ।କ୍ଲିୟର୍ ନୋଟ୍ ପଲିସି’ ଅନୁଯାୟୀ ସମସ୍ତ ବ୍ୟାଙ୍କ୍ ମାନଙ୍କୁ ବିଜ୍ଞପ୍ତି ଜାରି କରିବା ସହ ଆସନ୍ତା ୨୦୨୩, ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କ୍ ଶାଖାରେ ନାଗରିକମାନେ ୨୦୦୦ ଟଙ୍କିଆ ନୋଟ୍ ଜମା କରିପାରିବେ ବୋଲି ‘ରିଜର୍ଭ ବ୍ୟାଙ୍କ୍’ ପ୍ରତିଶ୍ରୁତି ଦେଇଛି।

Advertisement