Wednesday, October 14, 2026
ADVERTISEMENT
Home ଜାତୀୟ ମାଲେସିଆରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ବ୍ୟକ୍ତି...

ମାଲେସିଆରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ବ୍ୟକ୍ତି ନିଖୋଜ ଥିବା ସୂଚନା ।

131
ADVERTISEMENT

ନୂଆଦିଲ୍ଲୀ,୧୬/୧୨(ଡି.ଏଚ୍ ବ୍ୟୁରୋ):-ମାଲେସିଆର ରାଜଧାନୀ କୁଆଲାଲମ୍ପୁର୍ ଅନ୍ତର୍ଗତ ସେଲାଙ୍ଗୋର୍ ରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ବ୍ୟକ୍ତି ନିଖୋଜ ଥିବା ସୂଚନା ।ଏବଂ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisement