ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଥିବା ରେଲୱେ କ୍ରସିଙ୍ଗ୍ ଠାରେ ଟ୍ରେନ ଦୁର୍ଘଟଣା ।

111
ADVERTISEMENT

ନୂଆଦିଲ୍ଲୀ,୩୦/୭(ଡି.ଏଚ ବ୍ୟୁରୋ):-ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଥିବା ରେଲୱେ କ୍ରସିଙ୍ଗ୍ ଠାରେ ଏକ ମାଇକ୍ରୋବସ୍ କୁ ଟ୍ରେନ ଧକ୍କା ଦେବା ଯୋଗୁଁ ୧୧ଜଣ ବସ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇ ଚଟ୍ଟଗ୍ରାମ ମେଡିକାଲ୍ କଲେଜ୍ ହସ୍ପିଟାଲ୍କୁ ସ୍ଥାନାନ୍ତର । ଏବଂ ଘଟଣାସ୍ଥଳରେ ଉକ୍ତ ଘଟଣାକୁ ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ତଦନ୍ତ ଜାରି l

Advertisement