ଆମେରିକାର ଟେକ୍ସାସ୍ ଆଣ୍ଟୋନିଓରେ ଟ୍ରକ୍ରୁ ମିଳିଲା ୪୬ଟି ମୃତଦେହ ।

109
ADVERTISEMENT

ନୂଆଦିଲ୍ଲୀ,୨୮/୬(ଡି.ଏଚ ବ୍ୟୁରୋ):-ଆମେରିକାର ଟେକ୍ସାସ୍ ଆଣ୍ଟୋନିଓରେ ଟ୍ରକ୍ରୁ ମିଳିଲା ୪୬ଟି ମୃତଦେହ । ଏବଂ ଟ୍ରକଟି ସହରର ଏକ ରେଳ ଧାରଣା ପାଖରେ ଥିବାବେଳେ ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ଅନୁମାନ । ସେପଟେ ସମସ୍ତ ମୃତକଙ୍କୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରାଯାଉଥିଲା ବୋଲି ସ୍ଥାନୀୟ ଆମେରିକୀୟ ପୋଲିସର ସୂଚନା ।

Advertisement