ଶ୍ରୀଲଙ୍କାରେ ପରିସ୍ଥିତିକୁ ଏମର୍ଜେନ୍ସୀ ଲଗାଇଲେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ।

125
ADVERTISEMENT

ନୂଆଦିଲ୍ଲୀ,୭/୫(ଡି.ଏଚ୍ ବ୍ୟୁରୋ):-ଶ୍ରୀଲଙ୍କାରେ ଖରାପ ଆର୍ଥିକ ସଙ୍କଟ ଯୋଗୁଁ ସ୍ଥିତି ବେକାବୁ । ଫଳରେ ପରିସ୍ଥିତିକୁ ଏମର୍ଜେନ୍ସୀ ଲଗାଇଲେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ । ଏବଂ ସାଧାରଣ ଲୋକ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇ ଆଉ ପ୍ରଦର୍ଶନ କରିପାରିବେ ନାହିଁ ।

Advertisement