Friday, September 25, 2026
ADVERTISEMENT
Home ଜାତୀୟ ଉତ୍ତର ଆଫାଗାନିସ୍ତାନର କୁନ୍ଦଜର ମସଦିଜରେ ନମାଜ ବେଳେ ବିସ୍ଫୋରଣ ।

ଉତ୍ତର ଆଫାଗାନିସ୍ତାନର କୁନ୍ଦଜର ମସଦିଜରେ ନମାଜ ବେଳେ ବିସ୍ଫୋରଣ ।

215
ADVERTISEMENT

ଆଫାଗାନିସ୍ତାନ,୨୩/୪(ଡି.ଏଚ ବ୍ୟୁରେ।):-ଉତ୍ତର ଆଫାଗାନିସ୍ତାନର କୁନ୍ଦଜର ମସଦିଜରେ ନମାଜ ବେଳେ ବିସ୍ଫୋରଣ ।ବିସ୍ଫୋରଣରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪୩ ଜଣ ଆହତ ହୋଇଥିବା ସୂଚନା । ଏବଂ ଆତଙ୍କବାଦୀ ସଂଗଠନ ଆଇଏସ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିବାବେଳେ ତାଲିବାନ ଏହି ଘଟଣାକୁ ନିନ୍ଦା କରିଛି’।

Advertisement