Friday, September 25, 2026
ADVERTISEMENT
Home ଜାତୀୟ ଭାରସାମ୍ୟ ହରାଇ ଏକ ଘରୋଇ ବସ୍ ଓଲଟିପଡିବା ଫଳରେ ଘଟଣାସ୍ଥଳରେ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ...

ଭାରସାମ୍ୟ ହରାଇ ଏକ ଘରୋଇ ବସ୍ ଓଲଟିପଡିବା ଫଳରେ ଘଟଣାସ୍ଥଳରେ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ।

156
ADVERTISEMENT

ନୂଆଦିଲ୍ଲୀ,o୫/୪(ଡି.ଏଚ୍ ବ୍ୟୁରୋ):-ଅଯୋଧ୍ୟା-ଗୋରଖପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଘରୋଇ ବସ୍ ଓଲଟିପଡିବା ଫଳରେ ଘଟଣାସ୍ଥଳରେ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ରୁ ଅଧିକ ଯାତ୍ରୀଆହତ ହୋଇଥିବା ସୂଚନା । ଉକ୍ତ ବସ୍ ରେ ଥିବା ଯାତ୍ରୀମାନେ ଦିଲ୍ଲୀରୁ ବସ୍ତି ଏବଂ ସିଦ୍ଧାର୍ଥ ନଗର ଯାଉଥିଲେ ।

Advertisement