Friday, September 25, 2026
ADVERTISEMENT
Home ଜାତୀୟ କବାଡ଼ି ଗୋଦାମରେ ଲାଗିଲା ନିଆଁ , ଫଳରେ ୧୧ ଜଣ ଶ୍ରମିକ ଘଟଣାସ୍ଥଳରେ ଜୀବନ୍ତ ଜଳିଯାଇ...

କବାଡ଼ି ଗୋଦାମରେ ଲାଗିଲା ନିଆଁ , ଫଳରେ ୧୧ ଜଣ ଶ୍ରମିକ ଘଟଣାସ୍ଥଳରେ ଜୀବନ୍ତ ଜଳିଯାଇ ମୃତ୍ୟୁ।

195
ADVERTISEMENT

ହାଇଦ୍ରାବାଦ,୨୩/୩(ଡି.ଏଚ ବ୍ୟୁରୋ):-ହାଇଦ୍ରାବାଦର ଭୋଇଗୁଡାଠାରେ ଥିବା କବାଡ଼ି ଗୋଦାମରେ ଲାଗିଲା ନିଆଁ । ଫଳରେ ୧୧ ଜଣ ଶ୍ରମିକ ଘଟଣାସ୍ଥଳରେ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ବେଳେ ସମସ୍ତ ମୃତ ଶ୍ରମିକ ବିହାରର ବାସିନ୍ଦା ବୋଲି ସୂଚନା ।

Advertisement