Friday, November 6, 2026
ADVERTISEMENT
Home ଜାତୀୟ ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବିଜେପି ନେତା ତଥା ଆଇନଜୀବୀ ଗୌରବ ଜୟସ୍ୱାଲଙ୍କୁ ହତ୍ୟା କଲେ...

ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବିଜେପି ନେତା ତଥା ଆଇନଜୀବୀ ଗୌରବ ଜୟସ୍ୱାଲଙ୍କୁ ହତ୍ୟା କଲେ ଦୃବୁତ୍ତ ।

241
ADVERTISEMENT

ୟୁ.ପି,୨୨/୩ (ଡି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବିଜେପି ନେତା ତଥା ଆଇନଜୀବୀ ଗୌରବ ଜୟସ୍ୱାଲଙ୍କୁ ହତ୍ୟା କଲେ ଦୃବୁତ୍ତ । ଏବଂ ଦୁର୍ବୃତ୍ତମାନେ ବିଜେପି ନେତା ଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଶତାଧିକ ବିଜେପି କର୍ମୀ ଘଟଣାସ୍ଥଳରେ ପହଁଚି ହତ୍ୟାକାରୀକୁ ଗିରଫ ଦାବି କରିଥିଲେ ।

Advertisement