Friday, September 25, 2026
ADVERTISEMENT
Home ଜାତୀୟ ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଦିଆଯାଇଛି ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା।

ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଦିଆଯାଇଛି ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା।

178
ADVERTISEMENT

ନୂଆଦିଲ୍ଲୀ,୧୮/୩(ଡି.ଏଚ୍ ବ୍ୟୁରୋ):-ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଦିଆଯାଇଛି ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା । ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପସନ୍ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରାଳୟ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିଥିବା ସୂଚନା ।

Advertisement