Friday, September 25, 2026
ADVERTISEMENT
Home ଜାତୀୟ ୟୁକ୍ରେନର ଏକ ଥିଏଟରରେ ଋଷ ସେନାଙ୍କ ମିସାଇଲ ମାଡରେ ଶତାଧିକ ୟୁକ୍ରେନ ନାଗିରକ ପ୍ରାଣ ହରଇଥିବା...

ୟୁକ୍ରେନର ଏକ ଥିଏଟରରେ ଋଷ ସେନାଙ୍କ ମିସାଇଲ ମାଡରେ ଶତାଧିକ ୟୁକ୍ରେନ ନାଗିରକ ପ୍ରାଣ ହରଇଥିବା ସନ୍ଦେହ ।

155
ADVERTISEMENT

ନୂଆଦିଲ୍ଲୀ,୧୭/୩(ଡି.ଏଚ ବ୍ୟୁରୋ):-ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ମାରିୟୁପୁଲ ସହରରେ ଥିବା ଏକ ଥିଏଟରରେ ଋଷ ସେନାଙ୍କ ମିସାଇଲ ମାଡ। ଫଳରେ ଶତାଧିକ ୟୁକ୍ରେନ ନାଗିରକ ପ୍ରାଣ ହରଇଥିବା ସନ୍ଦେହ କରାଯାଉଥିବାବେଳେ ଏଥିରେ କେତେ ସଂଖ୍ୟକ ନାଗରିକ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ ।

Advertisement