ଆଉ ଏକ ନୂଆ ଭାକସିନକୁ ମଞ୍ଜୁରୀ ।

134
ADVERTISEMENT

ନୂଆଦିଲ୍ଲୀ,୧/୦୨(ଡି.ଏଚ ବ୍ୟୁରୋ):-ଆଉ ଏକ ନୂଆ ଭାକସିନକୁ ମଞ୍ଜୁରୀ । ମଡେର୍ଣ୍ଣାର ନୂଆ ଭାକସିନ୍ ସ୍ପାଇକଭାକ୍ସକୁ ଆମେରିକୀୟ ସ୍ୱାସ୍ଥ୍ୟ ନିୟାମକ ବା ଏଫଡିଏ ପୂର୍ଣ୍ଣ ମଞ୍ଜୁରୀ ଦେବା ସହ ଭାକସିନର ପୂର୍ଣ୍ଣ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Advertisement