ଜାତୀୟ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଉପସ୍ଥାପନ । By Dunia Halchal - February 1, 2022 123 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୧/୦୨(ଡି.ଏଚ ବ୍ୟୁରୋ):-ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଉପସ୍ଥାପନ । ଚଳିତ ବଜେଟ୍ରେ ଆତ୍ମନିର୍ଭରଶୀଳ ଉପରେ ଦିଆଯିବ ଫୋକସ । ଏଥିରେ କୃଷକ ଓ ୧୬ ଲକ୍ଷ ଯୁବପୀଢିଙ୍କୁ ରୋଜଗାର ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । Advertisement