ଭାରତୀୟ ରେଳ ବିଭାଗ ପକ୍ଷରୁ ୪୦୧ ଟ୍ରେନ୍ ଚଳାଚଳକୁ ବାତିଲ୍ ।

186
ADVERTISEMENT

ନୂଆଦିଲ୍ଲୀ,୨୧/୧(ଡ଼ି.ଏଚ ବ୍ୟୁରୋ):- ଉତ୍ତର ଭାରତରେ ଖରାପ ପାଣିପାଗ ଏବଂ ପରିଚାଳନା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ୪୦୧ ଟ୍ରେନ୍ ଚଳାଚଳକୁ ବାତିଲ୍ କରିଦେଇଥିବା ସୂଚନା । ଏପରିକି ୩୫୯ଟି ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ୍ କରିଦିଆଯାଇଥିବା ବେଳେ ୪୨ଟି ଟ୍ରେନ୍କୁ ଆଶିଂକ ଭାବେ ବାତିଲ୍ କରାଯାଇଛି ।

Advertisement