ପାକିସ୍ତାନର ଇସ୍ଲାମାବାଦରେ ଭୀଷଣ ବରଫପାତ ଯୋଗୁ ବଡ଼ ଅଘଟଣ ।

20
ADVERTISEMENT

ନୂଆଦିଲ୍ଲୀ,୦୯/୧(ଡ଼ି.ଏଚ ବ୍ୟୁରୋ):-ପାକିସ୍ତାନର ଇସ୍ଲାମାବାଦରେ ଭୀଷଣ ବରଫପାତ ଯୋଗୁ ବଡ଼ ଅଘଟଣ । ମୁରି ସହରର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳରେ ୧,୦୦୦ରୁ ଅଧିକ ଗାଡ଼ି ଫସିରହିଥିବାବେଳେ ୨୧ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଫଳରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି ।

Advertisement