୭୦ ତମ ମିସ୍ ୟୁନିଭର୍ସ ୨୦୨୧ର ତାଜ ପିନ୍ଧିଲେ ଭାରତୀୟ ଝିଅ ହରନାଜ୍ କୌର ସନ୍ଧୁ ।

123
ADVERTISEMENT

ନୂଆଦିଲ୍ଲୀ,୧୩/୧୨(ଡ଼ି.ଏଚ ବ୍ୟୁରୋ):-ଇସ୍ରାଏଲରେ ଆୟୋଜିତ ହୋଇଥିବା ୭୦ ତମ ମିସ୍ ୟୁନିଭର୍ସ ୨୦୨୧ର ତାଜ ପିନ୍ଧିଲେ ଭାରତୀୟ ଝିଅ ହରନାଜ୍ କୌର ସନ୍ଧୁ । ଫଳରେ ୨୧ ବର୍ଷ ପରେ ଭାରତକୁ ମିଳିଛି ଏହି ସଫଳତା । ଏହି ପ୍ରତିଯୋଗିତାରେ ହରନାଜ କୌର ସନ୍ଧୁ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଥିଲେ ।

Advertisement