ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ।

43
ADVERTISEMENT

ନୂଆଦିଲ୍ଲୀ ,୬/୧୨(ଡ଼ି.ଏଚ ବ୍ୟୁରୋ):-ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ। ନ୍ୟୁଜିଲାଣ୍ଡକୁ ୩୭୨ ରନ ରେ ହରାଇବା ସହ ୧-୦ରେ ସିରିଜ୍ ଜିତିଲା ଭାରତ। ଭାରତ ନ୍ୟୁଜିଲାଣ୍ଡକୁ ୫୪୦ ରନ୍ର ଟାର୍ଗେଟ୍ ଦେଇଥିବା ବେଳେ ରନର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍ରେ ୧୬୭ ରନ ରେ ଅଲ୍ ଆଉଟ୍ ହୋଇଥିଲା ନ୍ୟୁଜିଲାଣ୍ଡ।ଥିଲା ନ୍ୟୁଜିଲାଣ୍ଡ।

Advertisement