ଜାତୀୟ ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ । By Dunia Halchal - December 5, 2021 121 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୦୫/୧୨(ଡ଼ି.ଏଚ ବ୍ୟୁରୋ):-ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ । ବିସ୍ଫୋରଣ ହେତୁ ୧୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି । ଏବଂ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଅଧିକାଂଶ ଲୋକ ଜଳିଯାଇଥିବା ସୂଚନା । Advertisement