ଜାତୀୟ ଭାରତ-ମିଆଁମାର ସୀମାରେ ଭୂକମ୍ପର ଝଟକା । By Dunia Halchal - November 26, 2021 151 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୨୬/୧୧(ଡ଼ି.ଏଚ ବ୍ୟୁରୋ):-ଭାରତ-ମିଆଁମାର ସୀମାରେ ଭୂକମ୍ପର ଝଟକା । ପଶ୍ଚିମବଙ୍ଗର କୋଲକାତା, ତ୍ରିପୁରା, ମଣିପୁର, ମିଜୋରାମ ଓ ଆସାମରେ ଅନୁଭୂତ ହୋଇଥିବାବେଳେ ରିକ୍ଟର ସ୍କେଲ ରେ ଭୂକମ୍ପର ତୀବ୍ରତା ୬.୧ ଥିଲା। ଏନେଇ ନ୍ୟାସ୍ନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୂଚନା । Advertisement