୪ ଆତଙ୍କବାଦୀ ନିହତ

212
ADVERTISEMENT

ଶ୍ରୀନଗର(ଦୁନିଆ ହାଲ୍ ଚାଲ୍): କାଶ୍ମୀରର ପୁଲୱାମା ଜିଲ୍ଲାରେ ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାର ଲସିପୋରାରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।ଏନ୍‌କାଉଣ୍ଟରରେ ନିହତ ଆତଙ୍କବାଦୀମାନେ ଲସ୍କର-ଇ-ତୋଇବା ସଂଗଠନ ପାଇଁ କାମ କରୁଥିବା ସୂଚନା ମିଳିଛି ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଭୋର ୪ଟାରୁ ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ୍‌ରେ ୫୫ରାଷ୍ଟ୍ରୀୟ ରାଇଫଲସ୍‌, ଜମ୍ମୁ ଓ କାଶ୍ମୀର ପୁଲିସ୍‌ ଏବଂ ସିଆରପିଏଫ୍ ଯବାନମାନେ ସାମିଲ ହୋଇଥିଲେ।

Advertisement