ଅଭିନେତା କିଶୋର ନାନ୍ଦଲସ୍କରଙ୍କର କରୋନା ଯୋଗୁଁ ମୃତ୍ୟୁ ।

136
ADVERTISEMENT

ମୁମ୍ବାଇ, ୨୦/୦୪ : ବଲିଉଡ ଫିଲ୍ମ ‘ବାସ୍ତବ’, ‘ଜିସ ଦେଶ ମେଁ ଗଙ୍ଗା ରହତା ହେ’, ଖାକୀ, ‘ସିଂହମ’ ଭଳି ଫିଲ୍ମରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଅଭିନେତା କିଶୋର ନାନ୍ଦଲସ୍କରଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ୮୧ ବର୍ଷ ବୟସ୍କ କିଶୋର ମରାଠୀ ଫିଲ୍ମ ଓ ସିରିଏଲ ଜଗତର ଜଣେ ଜଣାଶୁଣା କଳାକାର ଥିଲେ। ସେ ଅନେକ ହିଟ ବଲିଉଡ ଫିଲ୍ମରେ ମଧ୍ୟ ଚରିତ୍ର ଓ ସହ-କଳାକାର ଭାବେ ଅଭିନୟ କରିଛନ୍ତି।

Advertisement