Tuesday, September 8, 2026
ADVERTISEMENT
Home ଜିଲ୍ଲା ରାସ୍ତା ମଝିରେ ନର୍ଦ୍ଦମା : ଛୁଆଙ୍କ ପାଇଁ ବିପଦ

ରାସ୍ତା ମଝିରେ ନର୍ଦ୍ଦମା : ଛୁଆଙ୍କ ପାଇଁ ବିପଦ

202
ADVERTISEMENT

ବଲାଙ୍ଗୀର,୧୧/୦୨/୨୧(ସୁନୀଲ ତ୍ରିପାଠୀ) : ଦେଓଗାଁ ଅଙ୍ଗନବାଡ଼ି କେନ୍ଦ୍ରର ଠିକ ସମ୍ମୁଖରେ ରାସ୍ତା ମଝିରେ ନର୍ଦ୍ଦମା ଖୋଲା। ଛୂଆ ମାନଙ୍କ ଜୀବନ ସହ ରାସ୍ତାରେ ଯା ଆସ କରୁଥିବା ଲୋକଙ୍କ ପ୍ରତି ମହା ବିପଦ। ପୁଣି ପାଖରେ ଅଛି ପଞ୍ଚାୟତ କାର୍ଯ୍ୟାଳୟ, ସ୍ଵାସ୍ଥ୍ୟ ଉପକେନ୍ଦ୍ର, ହେଲେ କାହାର ଦୃଷ୍ଟି ପଡୁନାହିଁ। ବଡ ଅଘଟଣ ଘଟିବାର ଯାଏ ଅପେକ୍ଷା ନା କେଉଁ କାର୍ଯ୍ୟରେ ଆପଣ ମାନେ ବ୍ୟସ୍ତ ? ଘଟଣାଟି ହେଉଛି ଦେଓଗାଁ ବ୍ଲକର ଗଉଡଗୋଠ ପଞ୍ଚାୟତର ଗଉଡଗୋଠ ଗ୍ରାମର।

Advertisement