ADVERTISEMENT
Home ଆଞ୍ଚଳିକ ବିଲରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ କାବୁକରି କଟାମୁଣ୍ଡ...

ବିଲରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ କାବୁକରି କଟାମୁଣ୍ଡ ଉଦ୍ଧାର କରିଛି।

2
ADVERTISEMENT

ବଲାଙ୍ଗିର,୨୧/୦୮(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ’ ହାଇସ୍କୁଲ ନିକଟ ବିଲରୁ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁ ଓ ଗଣେଶର ସାହୁ ଙ୍କୁ କାବୁ କରି କଟା ମୁଣ୍ଡ ଉଦ୍ଧାର କରିଛି। ସେମାନେ ଗୁଣିଗାରେଡ଼ି ପାଇଁ ମୃତ ସନ୍ତୋଷଙ୍କୁ ବଳି ଦେଇଥିବା ଜଣାପଡି ଥିବାବେଳେ ପୁଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Advertisement