ବଲାଙ୍ଗିର,୧୦।୦୮(ଡ଼ି.ଏଚ ବ୍ୟୁରୋ):- ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା । ଘରେ ଏକା ଥିବା ନେଇ ତାଙ୍କୁ ପଥରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳ ଘଟଣାସ୍ଥଳରେ ପୁଇଁନ୍ତଳା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ମୃତ ଯୁବତୀଙ୍କ ନାମ ଗୀତା l ଆଉ ତାଙ୍କ ନାମରେ ବହୁ ଜମି ଥିବାବେଳେ ବଲାଙ୍ଗିର ସହରରେ ଜମି ବିକ୍ରି କରିବା ଭଳି କାମ କରୁଥିଲେ ।
















