Tuesday, September 8, 2026
ADVERTISEMENT
Home ଜିଲ୍ଲା କେଶରୀୟ। ହିନ୍ଦୁ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

କେଶରୀୟ। ହିନ୍ଦୁ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

228
ADVERTISEMENT

ବଲାଙ୍ଗୀର,୨୯/୦୧/୨୧ (ସୁନୀଲ ତ୍ରିପାଠୀ) : ଆଜି ବଲାଙ୍ଗୀର କେଶରୀୟା ହିନ୍ଦୁ ବାହନୀ ତରଫ ରୁ ଅସହାୟ, ଖଟିଖିଆ ମଣିଷଙ୍କ ଅତି ଆପଣାର ଦରଦୀ ନେତା ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଙ୍କୁ ତାଙ୍କ ଦ୍ବାଦଶାହ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରାଗଲା ଏବଂ ତାଙ୍କ ଆମରଆତ୍ମ।ର ସଦଗତି ନିମନ୍ତେ ପ୍ରଭୁ ଶ୍ରୀରାମ ନିକଟରେ ପ୍ରାର୍ଥନା କରାଗଲ।

Advertisement