Tuesday, September 8, 2026
ADVERTISEMENT
Home ଜିଲ୍ଲା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ତରଫରୁ କାର୍ଯ୍ୟକ୍ରମ

ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ତରଫରୁ କାର୍ଯ୍ୟକ୍ରମ

191
ADVERTISEMENT

ବଲାଙ୍ଗୀର,୧୮/୦୧/୨୧(ସୁନୀଲ ତ୍ରିପାଠୀ) : ପାଟଣାଗଡ, ଖପ୍ରାଖୋଲ,ଦେଓଗାଁ, ଟିଟିଲାଗଡ, ବେଲପଡା, ଲୋଇସିଂହା ତଥା ରାଜ୍ ଆଗଲପୁର ବ୍ଳକ୍ ର ଅନେକ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଉପସ୍ଥିତ ହୋଇଥିଲେ । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ବିପିନ ଦୀପ ଦିବ୍ୟାଙ୍ଗ ଅଧିକାର RPWD Act ୨୦୧୬ ଦିବ୍ୟାଙ୍ଗ ଅଧିକାର ଆଇନ୍ ବିଷୟରେ ପୁଙ୍ଗାନୁପୁଙ୍ଖ ଭାବରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଶୀତକାଳୀନ କମ୍ବଳ ବଣ୍ଟନ କରାଯାଇଥିଲା ।

Advertisement