ନିଖୋଜ ଥିବା ଏସପିଓଙ୍କ ସମେତ ୩ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କଲା ବୁଦ୍ଧଗାମ ପୁଲିସ

146
ADVERTISEMENT

ନୂଆଦିଲ୍ଲୀ,୨୭/୧୨(ଡ଼ି.ଏଚ/ବ୍ୟୁରୋ) : ରବିବାର ଦିନ କେନ୍ଦ୍ରୀୟ କଶ୍ମୀରର ବୁଦ୍ଧଗାମ ଜିଲ୍ଲାରେ ଜୈସ-ଇ-ମହମ୍ମଦର ତିନି ଜଣ ଆତଙ୍କବାଦୀ ସହଯୋଗୀଙ୍କ ସହ ନିଖୋଜ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସପିଓ) ଙ୍କୁ ପୁଲିସ ଗିରଫ କରିଥିବା ଦାବି କରିଛି। ଦୁଇଟି ଏକେ-୪୭ ରାଇଫଲ ସହିତ ଏସପିଓ ଅକ୍ଟୋବର ୨୪ତାରିଖରୁ ନିଖୋଜ ଥିଲେ | ପୁଲିସ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ତାଙ୍କୁ କାବୁ କରିବାରେ ସଫଳ ହୋଇଛି।

Advertisement