Wednesday, September 16, 2026
ADVERTISEMENT
Home ଜିଲ୍ଲା ସୋନପୁର ସିଭିଲ କୋର୍ଟ ପରିସରରେ ଇ-ସେବା କେନ୍ଦ୍ର ଉତଘଟିତ

ସୋନପୁର ସିଭିଲ କୋର୍ଟ ପରିସରରେ ଇ-ସେବା କେନ୍ଦ୍ର ଉତଘଟିତ

201
ADVERTISEMENT

ସୋନପୁର,୨୫/୧୨(ସୁନୀଲ ତ୍ରିପାଠୀ) : ଓଡ଼ିଶା ଉଚ୍ଚ ନ୍ୟୟାଳୟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଆଜି ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ସୋନପୁର ସିଭିଲ କୋର୍ଟ ପରିସରରେ ଇ-ସେବାକେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏହି ଉତ୍ସବରେ ଜିଲ୍ଲା ଦୌରା ଜଜ ଅରୁଣ ମଲ୍ଲିକ,ଏ.ଡି.ଜେ ମାନସ ରଂଜନ ରଥ,ସିଜେଏମ ସତ୍ୟବ୍ରତ ମିଶ୍ର,ଏସଡ଼ିଜେଏମ ସୁନୀତା ରାଉତ,ଜେଏମଏସ ପ୍ରିୟଦର୍ଶନ କୁମ୍ଭାର,ଜେଏମଏସ ପ୍ରତ୍ୟୁଷା ରାୟ କୋର୍ଟ ମ୍ୟାନେଜର ଅଚ୍ୟୁତାନନ୍ଦ ସାମନ୍ତ ରାୟ ,ସୋନପୁର ଓକିଲ ସଂଘର ସଭାପତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Advertisement