Wednesday, September 16, 2026
ADVERTISEMENT
Home ଜିଲ୍ଲା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟପ୍ରବକ୍ତା ନିଶିକାନ୍ତ ମହାପାତ୍ରଙ୍କ ବଲାଙ୍ଗୀର ଗସ୍ତ

ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟପ୍ରବକ୍ତା ନିଶିକାନ୍ତ ମହାପାତ୍ରଙ୍କ ବଲାଙ୍ଗୀର ଗସ୍ତ

177
ADVERTISEMENT

ବଲାଙ୍ଗୀର,୨୦/୧୨(ସୁନୀଲ ତ୍ରିପାଠୀ) : ଆଜି ବଲାଙ୍ଗୀର ଆମ୍ ଆଦମୀ ପାର୍ଟି ତରଫରୁ ବଲାଙ୍ଗୀର ଯାଦବ ଭବନ ଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଥିଲା l ଏହି ପ୍ରଶିକ୍ଷଣ ଶିବିର ରେ ଜିଲ୍ଲାର ପାଞ୍ଚଟି ବିଧାନସଭାରୁ ଆମ୍ ଆଦମୀ ପାର୍ଟିର କାର୍ଯ୍ୟ କର୍ତ୍ତା ଆସିଥିଲେ l ଏବ୍ଂ ଏହି ଶିବିରରେ ଆପ୍ ରାଜ୍ୟ ଆବାହକ ତଥା ରାଷ୍ଟ୍ରୀୟ ପ୍ରବକ୍ତା. ଶ୍ରି ନିଶିକାନ୍ତ ମହାପାତ୍ର ଶିବିର ରେ ଉଦବୋଧନ ଦେଇଥିଲେ, ଏବଂ ଶିବିର ରେ ତାଲିମ୍ ପ୍ରଦାନ କରିଥିଲେ. ଏବଂ ପାର୍ଟିକୁ ଆଗକୁ ନେବା ପାଇଁ ଗୁରୁ ମନ୍ତ୍ର ଦେଇଥିଲେ l ଏହି ଟ୍ରେନିଂ କାର୍ଯ୍ୟରେ ଜଗଦୀଶ ଚନ୍ଦ୍ର ବିଭାର,ଶଙ୍କର୍ଷଣ ମହାପାତ୍ର, ହିତେଶ ବଗର୍ତ୍ତୀ, ଗଙ୍ଗାରାମ ପଟେଲ, ଅଶୋକ ସୁନା,ସୁଵାସିନୀ ଦଣ୍ଡାସିନl,ବିନୟ ମୁନ୍ନା, ସର୍ବେଶ୍ଵର ବିଶି, ବିଶ୍ଵାମିତ୍ର ଭୋଇ,ଶନ୍କର ସୁନା, ରମl ବେହେରା,ବୁଲୁ ବେହେରା,ସୁଧୀର ବାଗ ଏବଂ ସମ୍ବଳପୁର, ଅନନ୍ଦ ସାମଲ, ଏବଂ ଅନ୍ୟ କର୍ମୀ ମାନେ ମଧ୍ୟ ଯୋଗ ଦେଇଥିଲେ l

Advertisement