Thursday, September 17, 2026
ADVERTISEMENT
Home ଜିଲ୍ଲା ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କୁ ଟେଷ୍ଟପେପର ବଣ୍ଟନ

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କୁ ଟେଷ୍ଟପେପର ବଣ୍ଟନ

174
ADVERTISEMENT

ବଲାଙ୍ଗୀର,୨୮/୧୧(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଉଚ୍ଚ ବିଦ୍ୟାଳୟର ଆର୍ଥିକ ଅନଗ୍ରସର ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଡିବିରି ଚାରିଟେବୁଲ ଟ୍ରଷ୍ଟ ତରଫରୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି ଏହି କାର୍ଯକ୍ରମ ରେ ସୁରେଶ ମହାଳୀଙ୍ଗ,ଜିତୁ ସାହୁ,କିଶୋର କୁମାର ପଟେଲ ପ୍ରମୂଖ ଉପସ୍ଥିତ ଥିଲେ।

Advertisement