Thursday, November 5, 2026
ADVERTISEMENT
Home ବଲାଙ୍ଗୀର ରାଜେନ୍ଦ୍ର କଲେଜ ଡ୍ରେସକୋଡ଼ କୁ ସମ୍ବଲପୁରୀ କରିବାକୁ ଦାବି

ରାଜେନ୍ଦ୍ର କଲେଜ ଡ୍ରେସକୋଡ଼ କୁ ସମ୍ବଲପୁରୀ କରିବାକୁ ଦାବି

193
ADVERTISEMENT

ବଲାଙ୍ଗୀର ୬,/୧୦(ସୁନୀଲ ତ୍ରିପାଠୀ) : ଆଜି ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ରାଜେନ୍ଦ୍ର କଲେଜ ଇଉନିଫୋର୍ମ କୁ ସମ୍ବଲପୁରୀ କରିବା ପାଇଁ କଲେଜ ରେଜିଷ୍ଟାର ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ଜରିଆରେ vice chancellor ଙ୍କୁ ଏକ ଦାବିପତ୍ର ଦେଇଛନ୍ତି l ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁରୀ ବସ୍ତ୍ର ଆମ ଅଞ୍ଚଳର ସଂସ୍କୃତିର ପରିଚୟକ l ଏହା ସହିତ ଗାନ୍ଧିଜୀଙ୍କର ହସ୍ତତନ୍ତ ଲୁଗା ବ୍ୟବହାରର ଆଦର୍ଶକୁ ମଧ୍ୟ ଏହା ବଜାୟ ରଖିପାରିବ l

Advertisement