Thursday, September 17, 2026
ADVERTISEMENT
Home ଜିଲ୍ଲା ପୁଣି ବଲାଙ୍ଗୀରର କେତେକ ଅଂଚଳକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା

ପୁଣି ବଲାଙ୍ଗୀରର କେତେକ ଅଂଚଳକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା

171
ADVERTISEMENT

ବଲାଙ୍ଗୀର,୨୪/୯,(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲାପାଳ ଗତକାଲି ବଲାଙ୍ଗିରର କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି l ବଲାଙ୍ଗୀର ମୁନିସିପାଲଟିର ୧୨ ଏବଂ ୧୫ ନମ୍ବର ୱାର୍ଡରେ ବହୁ ମାତ୍ରାରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏବଂ ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଜିଲ୍ଲାପାଳ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ଜନସାଧାରଣଙ୍କ ଗମନାଗମନ ବନ୍ଦ କରିଛନ୍ତି l ୧୨ ନମ୍ବର ୱାର୍ଡର ଦୁଲହନ ଶାଢ଼ୀ ସେଣ୍ଟର ଠାରୁ ସମଲେଇ ମନ୍ଦିର ଛକ ପର୍ଯ୍ୟନ୍ତ ଏବଂ ୧୫ ନମ୍ବର ୱାର୍ଡର ତପୁ ବାବୁ ଛକଠାରୁ ଦିନେଶ ଦାସ ଛକ ଓ ରାମ ମନ୍ଦିର ଛକଠାରୁ ମଲପଡା ସ୍କୁଲ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି l

Advertisement