Thursday, September 17, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀର ଜିଲ୍ଲା ର ନୂତନ ଜିଲ୍ଲାପାଳ ମହୋଦୟଙ୍କୁ ସାକ୍ଷାତ କଲେ ବିଙ୍ଗ ହ୍ୟୁମାନ ଅନୁଷ୍ଠାନ

ବଲାଙ୍ଗୀର ଜିଲ୍ଲା ର ନୂତନ ଜିଲ୍ଲାପାଳ ମହୋଦୟଙ୍କୁ ସାକ୍ଷାତ କଲେ ବିଙ୍ଗ ହ୍ୟୁମାନ ଅନୁଷ୍ଠାନ

326
ADVERTISEMENT

ବଲାଙ୍ଗୀର,୧୫/୯,(ଦେବବ୍ରତ ଗୁରୁ): ବଲାଙ୍ଗୀର ଜିଲ୍ଲା ର ନୂତନ ଜିଲ୍ଲାପାଳ ଚଞ୍ଚଳ ରlଣା ମହୋଦୟଙ୍କୁ ସାକ୍ଷାତ କରି ବିଙ୍ଗ ହ୍ୟୁମାନ ଅନୁଷ୍ଠାନ ତରଫରୁ ସ୍ୱାଗତ ଜଣାଇଲୁ , କରୋନା ମହାମାରୀ ସମୟରେ ବିଙ୍ଗ ହ୍ୟୁମାନ କରୋନା ସଂଗ୍ରାମୀରେ ପଞ୍ଜିକରଣ କରାଇ ବିଭିନ୍ନ ସଂଗରୋଧ କେନ୍ଦ୍ର ମାନଙ୍କରେ ସେବା ଯୋଗାଇବା ତଥା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ବିଷୟରେ ଏବଂ ଅନୁଷ୍ଠାନର କାର୍ଯ୍ୟକଳାପ ବିଷୟରେ ଜାଣି ଖୁସି ହୋଇ ଆଗାମୀ କମ ଦିନ ଭିତରେ କରୋନାକୁ ନେଇ ଏକ ଗୁରୁଦାୟିତ୍ୱ ପ୍ରଦାନ କରିବେ ବୋଲି ଆମକୁ ଜଣାଇଥିଲେ।

Advertisement