Wednesday, September 16, 2026
ADVERTISEMENT
Home ଜିଲ୍ଲା ସନ୍ଦେହ ସୃଷ୍ଟି କରୁଛି ସିସିଟିଭି

ସନ୍ଦେହ ସୃଷ୍ଟି କରୁଛି ସିସିଟିଭି

206
ADVERTISEMENT

ବଲାଙ୍ଗୀର,୬/୯,(ସୁନୀଲ ତ୍ରିପାଠୀ) :ଧୀରେ ଧୀରେ ସନ୍ଦେହ ସୃଷ୍ଟି କରୁଛି ବଲାଙ୍ଗୀର ସବ୍ କଲେକ୍ଟର ଅଫିସର ଅଚଳ ସିସିଟିଭି। ସଞ୍ଜୟ କୁମାର ମିଶ୍ରଙ୍କ ବିରୁଦ୍ଧରେ ଜଣେ ମହିଳା କର୍ମଚାରୀ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିବାପରେ ଅନେକ କଥା ପଦାକୁ ଆସିପାରେ ବୋଲି ଆଲୋଚନା ହେଉଛି। ରାଜ୍ୟ ସରକାର 5T ଶାସନର ଦ୍ୱାହି ଦେଉଥିବାବେଳେ ବଲାଙ୍ଗୀ ରେ ସେସବୁ ଫେଲ୍ ମାରିଛି ନା କଣ! ଜଣେ OAS ଙ୍କ ଅଫିସରେ ଯଦି ସିସିଟିଭି ଅଚଳ ତେବେ କଣ ପାଇଁ ଏତେଦିନ ହେଲା ମରାମତି କରାଯାଇନାହିଁ ? ୟାକୁ ବି COVID ନାଁ ରେ ଭୁଲିଯାଇଛନ୍ତି କି? ଆସିଥିବା ସଙ୍ଗୀନ ଅଭିଯୋଗ ସହ ଏଇ ଘଟଣାକୁ ମଧ୍ୟ ତଦନ୍ତର ପରିସର ଭୁକ୍ତ କରାଯାଉ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି।

Advertisement