Thursday, September 17, 2026
ADVERTISEMENT
Home ଜିଲ୍ଲା ଜାତୀୟ ରାଜପଥ ନଂ ୩୨୬ ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ ନିମନ୍ତେ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଜାତୀୟ ରାଜପଥ ନଂ ୩୨୬ ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ ନିମନ୍ତେ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

279
ADVERTISEMENT

ରାୟଗଡ଼ା,୫/୯,(ଦରା କଣ୍ଡାଗରୀ) : ଆଜି( DYFI) ଭାରତ ଗଣତାନ୍ତ୍ରିକ ଯୁବ ଫେଡ୍ରସନ୍ ତରଫରୁ ଜାତୀୟ ରାଜପଥ ନଂ ୩୨୬ ଉପ ବିଭାଜନ ଯନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଗଲା। ରାୟଗଡ଼ା ଠାରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ପାହାଡିଆ ଅଞ୍ଚଳରେ ରାଜପଥ ସାଇଡ଼ରେ ଡ୍ରେନ୍ ନିର୍ମାଣ କରାଯାଉ ଓ ଯେଉଁ ଡ୍ରେନ ଗୁଡିକରେ ମାଟି ବର୍ତ୍ତି ହୋଇ ଯାଇଛି ସେହି ମାଟିକୁ ସଫା କରାଯାଉ । ନହେଲେ ଆଗାମୀ ଦିନରେ ରାୟଗଡ଼ା ବାସି ଆନ୍ଦୋଳନ କରିବୁ କାର୍ଯ୍ୟାଳୟ ସମ୍ମୁଖରେ। ରାୟଗଡ଼ା( fly over bridge)ର ପିଚୁ ରାସ୍ତାର କାମ ଗୋଟିଏ ସପ୍ତାହ ମଧ୍ୟରେ ମରାମତି କାର୍ଯ୍ୟକାରୀ କରାଯାଉ। ବଜ୍ଞକୀଶର କିଶୋର ସିଂଙ୍ଗ je ସରକାରୀ ଯନ୍ତ୍ରୀଙ୍କୁ , DYFIର ଆବାହକ ଦରା କଣ୍ଡାଗରୀ ସୁମିତ୍ରା କଣ୍ଡାଗରୀ, ଓ ଅନ୍ୟାନ୍ୟଙ୍କ ଦ୍ଵାରା, ଦାବି ପତ୍ର ପ୍ରଦାନ କରାଗଲା।

Advertisement