Thursday, September 10, 2026
ADVERTISEMENT
Home ଆଞ୍ଚଳିକ ପାଇଖାନା ଟାଙ୍କିରେ ପଶି ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ ।

ପାଇଖାନା ଟାଙ୍କିରେ ପଶି ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ ।

1
ADVERTISEMENT

ରାୟଗଡା,୧୦/୦୯(ଡ଼ି.ଏଚ ବ୍ୟୁରୋ):-ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଗୁଲୁଗୁଡାର ତାରପାଗୁଡାରେ ପାଇଖାନା ଟାଙ୍କିରେ ପଶି ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ଦୁଇଜଣ ମିସ୍ତ୍ରୀ ଥିବାବେଳେ ଅନ୍ୟ ଜଣେ ଶ୍ରମିକ ଅଟନ୍ତି । ଫଳରେ ଏଭଳି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Advertisement