ଭାରସ୍ୟାମ ହରାଇ ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍,ଦୁଇ ଜଣଙ୍କର ମୃତ୍ୟୁ।

11
ADVERTISEMENT

ରାୟଗଡ଼ା,୧୫।୦୩୩(ଡ଼ି.ଏଚ ବ୍ୟୁରୋ):- ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ଗାଁ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଏବଂ ଦୁଇ ମୃତକ ହେଲେ ମଦେଙ୍ଗା ସାରକା ଓ ଡ୍ରିଞ୍ଜୁ ସାରକା l

Advertisement