Thursday, September 17, 2026
ADVERTISEMENT
Home ଜିଲ୍ଲା ନାମକୁ ମାତ୍ର ସ୍ଵଛ ଭାରତ :ମଲପଡା ଗଳିରେ କୁଢ଼ କୁଢ଼ ଆବର୍ଜନା

ନାମକୁ ମାତ୍ର ସ୍ଵଛ ଭାରତ :ମଲପଡା ଗଳିରେ କୁଢ଼ କୁଢ଼ ଆବର୍ଜନା

241
ADVERTISEMENT

ବଲାଙ୍ଗୀର ,୧୭/୮(ସୁନୀଲ ତ୍ରିପାଠୀ) : ଏଇ ରାସ୍ତାଟି ହେଲା ରେଲୱେ ଷ୍ଟେସନ ରୋଡରେ ଥିବା ବଚପନ ସ୍କୁଲକୁ ଲାଗିକି ମଲପଡାକୁ ଯାଇଥିବା ଗଳି l ବଲାଙ୍ଗୀରରେ ଯୁଆଡେ ଗଲେ ଯଉ ଗଳିକୁ ଗଲେ ଏଣେ ତେଣେ ରାସ୍ତାରେ ଅଳିଆ ପକେଇ ରାସ୍ତାକୁ ବେହାଲ କରିଦେଉଛନ୍ତି କିନ୍ତୁ ଏଇ ରାସ୍ତାରେ ଅଳିଆ ଆବର୍ଜନା ପଡ଼ି ପଡ଼ି ଧୀର ଧୀରେ ଏଇ ରାସ୍ତାଟା ଆବର୍ଜନା ପଡ଼ିକି ବନ୍ଦ ହେଇଗଲାଣି ମୁନ୍ସିପାଲଟିର ସଫାଈ କର୍ତା ମାନେ ଶୋଇରହିଛନ୍ତି , ନହେଲେ ମ୍ୟୁନିସିପାଲଟି ହାତରେ ସମୟ ନାହିଁ ଏଇ ଜାଗାରୁ କେହି ଅଳିଆ ସଫା କରିବା ପାଇଁ l

Advertisement