Thursday, September 17, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗିର ଜିଲ୍ଲାରେ ଦୋକାନ ବଜାର ଖୋଲିବାକୁ ନେଇ ଥିବା କଟକଣା କୋହଳ ହେଲା

ବଲାଙ୍ଗିର ଜିଲ୍ଲାରେ ଦୋକାନ ବଜାର ଖୋଲିବାକୁ ନେଇ ଥିବା କଟକଣା କୋହଳ ହେଲା

190
ADVERTISEMENT

ବଲାଙ୍ଗୀର,୧୪/୮(ସୁନୀଲ ତ୍ରିପାଠୀ): ବଲାଙ୍ଗୀରରେ ଆଜିଠୁ ଅର୍ଥାତ ୧୪/୮/୨୦୨୦ ସକାଳ ୫ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ଏବଂ ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ପୂର୍ବପରି ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିର୍ଦେଶ ଜାରି କରିଛନ୍ତି।

Advertisement