Friday, September 18, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀର ଜିଲ୍ଲାର ଡାକ୍ତରଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ବିଜେପି ନେତୃତ୍ୱ ମଣ୍ଡଳୀ ଜିଲ୍ଲାପାଳଙ୍କୁ...

ବଲାଙ୍ଗୀର ଜିଲ୍ଲାର ଡାକ୍ତରଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ବିଜେପି ନେତୃତ୍ୱ ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ

204
ADVERTISEMENT

ବଲାଙ୍ଗୀର,୩୦/୦୭(ଦେବବ୍ରତ ଗୁରୁ) : କୋଭିଡ୍-୧୯ ର ପରିଚାଳନାରେ ହୋଇଥିବା ବିଭିନ୍ନ ତ୍ରୁଟି ଏବଂ ବଲାଙ୍ଗୀର ଜିଲ୍ଲାର ଡାକ୍ତର ଙ୍କୁ ଅନ୍ୟତ୍ର ବଦଳିକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲା ବିଜେପି ନେତ୍ରୃ ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisement