Friday, September 18, 2026
ADVERTISEMENT
Home ଜିଲ୍ଲା ଡାକ୍ତର ପଦବୀ ପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା।

ଡାକ୍ତର ପଦବୀ ପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା।

181
ADVERTISEMENT

ବଲାଙ୍ଗୀର,୨୯/୭(ଦେବବ୍ରତ ଗୁରୁ) : କେ.ବି.କେ ଅଞ୍ଚଳର ଡାକ୍ତରଖାନା ମାନଙ୍କରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବିରେ ନଗର କଂଗ୍ରେସ ତରଫରୁ ଡକାଯାଇଥିବା ବିକ୍ଷୋଭ ପ୍ରଦର୍ଶନରେ ମାନ୍ୟବର ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର ଏବଂ ବଲାଙ୍ଗୀର ଜିଲ୍ଲା ସଭାପତି ଦିଲୀପ ବେହେରାଙ୍କ ସହ ଯୋଗଦେଇଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା।

Advertisement