Friday, September 18, 2026
ADVERTISEMENT
Home ଜିଲ୍ଲା ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

286
ADVERTISEMENT

ନବରଙ୍ଗପୁର,୨୯/୭(ଦେବାନନ୍ଦ ପଟନାୟକ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କୋଷଗୁମୁଡାରୁ ପାପଡାହାଣ୍ଡିକୁ ଯାଉଥିବା ରାସ୍ତା ଅଭିମୁଖେ ସିରିସି ଏବଂ ସୋରିଷପଦର ଗ୍ରାମ ରୋ ମଦ୍ୟ ରେ ଗୋଟିଏ ଟର୍ଣ୍ଣିଙ୍ଗକୁ କଟିଙ୍ଗ କରିବା ବେଳେ ଗୋଟିଏ ବାଇକ ସାମ୍ନାକୁ ଆସିଥିବାରୁ ଟ୍ରକଟି ନିଜର ଭlରସାମ୍ୟ ହରେଇ ରାସ୍ତାକଡ଼କୁ ଅଲୋଟି ପଡିଥିଲା । ଗାଡିଟି ଅlଦ୍ରପ୍ରଦେଶ ସାଲୁର ରୋ ଭୁନାମ ପଦମାବତୀଙ୍କ ଗାଡି ଅଟେ କଷlଗୁମୁଡାରୁ ବାଲି ଲୋଡ଼ କରି ଅlଦ୍ରପ୍ରଦେଶକୁ ଫେରୁଥିଲା ଏବଂ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ଡ୍ରାଇଭର ଏବଂ ହେଲପର ଦୁଇଜଣ ଗାଡି ମଧ୍ୟରେ ଫସି ରହିଥିଲେ ସେ ଦୁଇ ଜଣଙ୍କୁ ସୋରିଷପଦର ଗ୍ରାମର ୱାର୍ଡ ମେମ୍ବର ଶ୍ରୀ ହରୋ ଭତ୍ରା ଶୁଣି ଗ୍ରାମରୋ ଲକଙ୍କୁ ଡାକି ସେ ଦୁଇଙ୍କୁ ଉଧାର କରିଥିଲେ । ଏବଂ ପୋଲିସ ଷ୍ଟେସନ ଆଉ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ ସେ ଡ୍ରାଇଭର ଓ ହେଲ୍ପର ଦୁହିଁଙ୍କୁ ସ୍ଥାନୀୟ ପାପଡାହାଣ୍ଡି ମେଡିକାଲରେ ଆଡମିଟ କରିଥିଲେ ।

Advertisement