ନବରଙ୍ଗପୁର,(ଡ଼ି.ଏଚ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଗଣଶିକ୍ଷା ବିଭାଗ ଅଧିନ ପାଠ୍ୟ ପୁସ୍ତକରେ ହୋଇଥିବା ଭୁଲକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବ ଜିଲ୍ଲାର ୧୦ ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାପାଲଟିରେ ଦେଖିବାକୁ ମିଳି ଥିବାବେଳେ କଂଗ୍ରେସ କର୍ମୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହି ପ୍ରତିବାଦ କରୁଛନ୍ତି।

















