ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ ।

1
ADVERTISEMENT

ନବରଙ୍ଗପୁର,୩୦।୦୪(ଡ଼ି.ଏଚ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ । ଫଳରେ ଉକ୍ତ ଘଟଣାରେ ସ୍ଥାନୀୟ ଏସପି ୩ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ୍ କରିଥିବାବେଳେ ସେମାନେ ହେଲେ ସବ୍ ଇନ୍ସପେକ୍ଟର ବିକ୍ରମ ସାହୁ, କନଷ୍ଟେବଲ କର୍ଣ୍ଣ ପୂଜାରୀ ଏବଂ ବୁଦୁରାମ ମାଝୀ । ମୃତ ଯୁବକଜଣକ ୨ ଦିନ ତଳେ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଥାନା ହାଜତରେ ଥିଲା। ସେପଟେ ପରିବାର ଲୋକେ ଯୁବକଙ୍କୁ ପୋଲିସ ପିଟିପିଟି ମାରିଦେଇ ଥିବା ଅଭିଯୋଗ କରିଛନ୍ତି ।

Advertisement