Friday, September 18, 2026
ADVERTISEMENT
Home ଜିଲ୍ଲା ଗୋକୁଳଧାମ ନିକଟରେ ସଡକ ଦୁର୍ଘଟଣା

ଗୋକୁଳଧାମ ନିକଟରେ ସଡକ ଦୁର୍ଘଟଣା

257
ADVERTISEMENT

ବଲାଙ୍ଗିର,୨୮/୭,(ସୁନୀଲ ତ୍ରିପାଠୀ) : ସକାଳୁ ବଲାଙ୍ଗିର-ସମ୍ବଲପୁର ରୋଡ଼ର ଗୋକୁଳଧାମ ନିକଟରେ ଏକ ଟାଟା ଏସି ଓ କାର ସମ୍ନା ସାମ୍ନି ଧକ୍କା ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁଇ ଗାଡ଼ିର ସମ୍ନା ପାର୍ଶ୍ୱ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର କିମ୍ବା କେହି ଗୁରୁତର ଆହତ ହୋଇନାହାନ୍ତି।

Advertisement